୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳନ ହୋଇଛି : ଫିଜି

0 208

୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳନ ହୋଇଛି ଫିଜିରେ | ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ କରିଥିଲେ ଏବଂ ପ୍ୟାରେଡ଼ରେ ଯୋଗଦେଇଥିଲେ | ଭାରତୀୟ ଉଚ୍ଚାୟୁକ୍ତ ବିଶ୍ୱାସ ସପକଲ୍‌, କ୍ୟାପଟେନ୍‌ ମନିଶ୍‌ ରାୟ, କ୍ୟାପଟେନ୍‌ ଶାନ୍ତନୁ ଝା ପ୍ରମୁଖ ଫିଜିରେ ଅନୁଷ୍ଠିତ ହୋଇଥିବା ସ୍ୱାଧୀନତା ଦିବସରେ ଯୋଗଦାନ କରିଥିଲେ |

Comments
Loading...