କବିସୂର୍ଯ୍ୟ ବଳଦେବ ରଥ ଶ୍ରେଷ୍ଠ ପାଞ୍ଚଟି ରଚନା

ଶ୍ରେଷ୍ଠ ପାଞ୍ଚ

0 329

କବିସୂର୍ଯ୍ୟ ବଳଦେବ ରଥ ଜଣେ ସାହିତ୍ୟକ ଏବଂ ଜଣେ ଓଡ଼ିଆ କବି | ସେ 1789 ମସିହାରେ ଗଞ୍ଜାମ ଜିଲାର ବଡ଼ଖେମୁଣ୍ଡି ଠାରେ ଜନ୍ମଗ୍ରହଣ କରିଥିଲେ | ପିଲାଟି ଦିନରୁ ତାଙ୍କର କାର୍ଯ୍ୟକଳାପ ଧାର୍ମିକରେ ପରିଣତ ହୋଇଥିଲା | ସେ ଓଡ଼ିଆ ଏବଂ ସଂସ୍କୃତ ଭାଷାରେ ନିଜକୁ ସାହିତ୍ୟକ ଓ ଓଡ଼ିଆ କବି ଭାବରେ ପରିଚିତ କରିଛନ୍ତି | ସେ ମଧ୍ୟ ଧୂମ୍ପ ସଂଗୀତର ପ୍ରତିଷ୍ଠାତା ଥିଲେ |

ସେ ଜଣେ ସଂଗୀତ ପ୍ରେମୀ ଥିଲେ ଏବଂ ସେବେଠୁ କାବ୍ୟ ଏବଂ କବିତା ରଚନା କରିଯାଇଛନ୍ତି | ତାଙ୍କ ଶ୍ରେଷ୍ଠ ପାଞ୍ଚୋଟି ରଚନା କାର୍ଯ୍ୟ ହଉଛି :-

ସୂର୍ଯ୍ୟ ଜଣାଣ :- ଯେଉଁଥିରେ ସେ ଜଗନାଥଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ ପ୍ରଦାନ କରିଛନ୍ତି ଏବଂ ତାଙ୍କର ଏହି କାବ୍ୟ ବହୁ ଲୋକପ୍ରିୟତା ହାସଲ କରିଥିଲା |

ହାସ୍ୟକଲୋଳ :- କବି ଏହାକୁ ବ୍ୟଙ୍ଗ ଶୈଳୀରେ ରଚନା କରିଛନ୍ତି ଏବଂ ଏଥିରେ ଭରି ଦେଇଛନ୍ତି ଅନେକ ଗୁଡିଏ ଲୋକପ୍ରିୟ ଭାଷ୍ୟ , ଗୋଳିଆ , ଚିନାଏ , ଚିରାମରା ,ଟାକର , ଠୋକରି , ଲସାଇ , ସୁସାର , ଆତରୁଷା , ନିକୁଞ୍ଜ , ଦୌଡ , ପଦଫାଟିଯିବ ଇତ୍ୟାଦି |

ରତ୍ନାଧର ଚମ୍ପୁ :- ଓଡ଼ିଆ ସାହିତ୍ୟର ବିକାଶ ପଥରେ  ‘ରତ୍ନାଧର ଚମ୍ପୁ ‘  ବେଶ ଭୂମିକା ଗ୍ରହଣ କରିଥିଲେ | ଏବଂ ଜଣାପଡିଛି ଯେ ତତ୍କାଳୀନ ସମାଜରେ ବେଶ ଲୋକପ୍ରିୟତା ହୋଇପାରିଥିଲେ |

କିଶୋରଚନ୍ଦ୍ରାନନ୍ଦ ଚମ୍ପୁ :– ଏହା ମଧ୍ୟ ଓଡ଼ିଆ ସାହିତ୍ୟର ବିକାଶ ପଥକୁ ସୁଗମ କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା |

ଚନ୍ଦ୍ରକଳା :- ଏହା କବିଙ୍କ ଦ୍ୱାରା ରଚିତ ଏକ ଅସମ୍ପୂର୍ଣ୍ଣ କାବ୍ୟ ଯେଉଁଥିରେ କବି କାଳ୍ପନିକ କାହାଣୀ ଉପରେ ରଚନା କରିଥିଲେ |

Comments
Loading...