ପାକିସ୍ତାନ ୭୨ତମ ସ୍ବାଧୀନତା ଦିବସ ପାଳନ କରିଛି

0 255

ଇସ୍‌ଲାମାବାଦ,୧୪।୮: ଅଗଷ୍ଟ 14 ତାରିଖ ମଙ୍ଗଳବାର ଦିନ ପାକିସ୍ତାନ ଖୁବ ଧୁମ ଧାମରେ ସ୍ୱାଧୀନତା ଦିବସ ପାଳନ କରିଛି | ସ୍ୱାଧୀନତା ଦିବସରେ ପତାକା ଉତ୍ତଳୋନ ସହ ପ୍ରାର୍ଥନା ମଧ୍ୟ କରିଛି | ସମସ୍ତ ସରକାରୀ ପ୍ରତିଷ୍ଠାନରେ ଜାତୀୟପତାକା ଉତ୍ତଳୋନ କରାଯାଇଛି, ଏବଂ ସୋମବାର ରାତିଠାରୁ ସହରର ବଡ ବଡ ବିଲଡିଙ୍ଗ କୁ ଆଲୋକରେ ସୁସଜିତ କରାଯାଇଛି | ୩୧ଟି ତୋପ ସଲାମି ସହ ଇସ୍‌ଲାମାବାଦରେ ସ୍ବାଧୀନତା ଦିବସକୁ ସ୍ବାଗତ କରାଯାଇଛି ଓ ରାଜ୍ୟର ରାଜଧାନୀରେ ୨୧ ତୋପ ସଲାମି ଦିଆଯାଇଛି |

Comments
Loading...