ୟମଲା ପଗଲା ଦିଓ୍ବାନା ଫିର୍‌ ସେ

0 92

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଧର୍ମେନ୍ଦ୍ର ପୁଣି ଥରେ ତାଙ୍କର ୨ ପୁଅ ସନ୍ନି ଦଓ୍ବେଲ ଓ ବବି ଦଓ୍ବେଲଙ୍କୁ ନେଇ ଦର୍ଶକଙ୍କୁ ହସାଇବାକୁ ପରଦାକୁ ଆସୁଛନ୍ତି। ମୁଭି ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ରେ ଏହି ୩ ଜଣ ନଜର ଆସିବେ। ରିଲିଜ୍‌ ଅପେକ୍ଷାରେ ଥିବା ଏହି ସିନେମାଟି କିନ୍ତୁ ଏବେଠାରୁ ହିଟ୍‌ ସାବ୍ୟସ୍ତ ହୋଇଛି। କାରଣ ନିକଟରେ ୟୁଟ୍ୟୁବରେ ରିଲିଜ୍‌ ହୋଇଥିବା ଏହାର ଟ୍ରେଲରକୁ ୧କୋଟିରୁ ଊର୍ଦ୍ଧ୍ୱ ଥର ଦର୍ଶକ ଦେଖି ସାରିଲେଣି । ତେବେ ରିଲିଜ୍‌ ପୂର୍ବରୁ ଏହା ଦର୍ଶକଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଥିବାରୁ ଏହା ବକ୍ସ ଅଫିସରେ ଭଲ ବିଜ୍‌ନେସ୍‌ କରିବ ବୋଲି ଆଶା କରାଯାଉଛି। 

Comments
Loading...