ଅଟଳ ବିହାରୀ ବାଜପେୟୀଙ୍କୁ ବିଦେଶରେ ଶ୍ରଦ୍ଧାଞ୍ଜଳି

0 220

ନୂଆଦିଲ୍ଲୀ/ଓ୍ବାଶିଂଟନ/ ବେଜିଂ/ଇସଲାମାବାଦ୍‌,୧୭।୮: ବିଦେଶରେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଭକ୍ତିର ସହ ଶ୍ରଦ୍ଧାଞ୍ଜଳି ଦିଅ ଯାଇଛି | ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବିଦେଶୀ ରାଷ୍ଟ୍ରରେ ଶୋକ ସଭା ପାଳିବା ସହ ଶୋକ ସନ୍ଦେଶ ମଧ୍ୟ ପଠାଇଛନ୍ତି | ଶୋକ ସନ୍ଦେଶ ପଠାଇଥିବା ରାଷ୍ଟ୍ର ଗୁଡିକ ହେଲା ଆମେରିକା, ଚାଇନା, ପାକିସ୍ତାନ, ବାଂଲାଦେଶ, ନେପାଳ, ଜାପାନ, ବ୍ରିଟେନ୍‌ | ବିଭିନ ବିଦେଶୀ ରାଷ୍ଟ୍ରରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ଓ ଅଟଳ ବିହାରୀ ବାଜପେୟୀଙ୍କ ଆମର ଆତ୍ମାର ସଦଗତି ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି |

Comments
Loading...