ଅମୀର ଖାଁ ରାକ୍ଷୀପୂର୍ଣ୍ଣିମାର ପ୍ରାଚୀନ ପରମ୍ପରାକୁ ଭାଙ୍ଗିକି କରିଛନ୍ତି ଏପରି ଏକ କାମ : ଯାହାକି ଲୋକମାନଙ୍କ ମନ ଜିତିନେଇଛି |

0 177

ବଲିଉଡ଼ର ମିଷ୍ଟର ପ୍ରଫେକ୍ଟନିଷ୍ଟ ଅମୀର ଖାଁଙ୍କୁ ସବୁବେଳେ କିଛି ନୂଆ ଅନ୍ଦାଜ଼ରେ କାମ କରିବାକୁ ଭଲ ଲାଗେ | ପବିତ୍ର ରାକ୍ଷୀପୂର୍ଣ୍ଣିମା ଦିନ ଅମୀର ଖାଁ ଏପରି ଏକ କାମ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁସିହେଇଯିବେ | ଅମୀର ଖାଁ ଯେପରି ଫିଲ୍ମରେ ହଟକେ କରିଥାନ୍ତି ଠିକ ସେପରି ନିଜ ରିଅଲ ଲାଇଫରେ ମଧ୍ୟ ତାଙ୍କୁ କିଛି ହଟକେ କରିବାକୁ ଭଲ ଲାଗେ | ଅମୀର ଖାଁଙ୍କର ରାକ୍ଷୀପୂର୍ଣିମାର ଫୋଟୋ ଗୁଡିକ ଭାଇରାଲ ହେବାରେ ଲାଗିଛି | ଅମୀର ଖାଁ ସବୁବେଳେ ନୂଆ ମିସାଲ ତିଆରି କରିଥାନ୍ତି | ରାକ୍ଷୀପୂର୍ଣିମା ଦିନ ବି ସେ ସବୁ ପରମ୍ପରା ଭାଙ୍ଗିକି ତାଙ୍କ ଦୁଇ ଭଉଣୀ ନୀଖତ ଏବଂ ଫରାତଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି | ଏବଂ ଏହି ଫୋଟୋଟି ସୋସିଆଲ ମିଡିଆରେ ବହୁ ପ୍ରଶଂସା ମଧ୍ୟ ପାଇଛି | ଅମୀର ଖାଁଙ୍କର ଏହି ଫୋଟୋକୁ ପାଖାପାଖି ଦୁଇ ଲକ୍ଷ ଥର ଦେଖା ସରିଛି |

amir khan rakhi02 img

Comments
Loading...