ଲାକମି ଫ୍ୟାସନ ଉଇକ ୨୦୧୮ : ଝିଅ ଇଶା ଦେୱଲଙ୍କ ସହିତ ହେମା ମାଳିନୀ ମଧ୍ୟ ରାମ୍ପ ୱାକରେ

0 189

ରବିବାର ଦିନ ଲାକମି ଫ୍ୟାସନ ଉଇକର ଫିନାଲେ ଥିଲା | ଏହି ସଂନ୍ଧ୍ୟାରେ ଅଭିନେତ୍ରୀ ହେମା ମାଳିନୀ ତାଙ୍କ ଝିଅ ଇଶା ଦେୱଲଙ୍କ ସହିତ ରାମ୍ପ ୱାକରେ ଚାଲୁଥିବାର ନଜର ଆସିଛନ୍ତି | ଦୁଇଜଣ ଯାକ ଟ୍ରାଡିସନାଲ ଅବତାରରେ ଦେଖା ଦେଇଛନ୍ତି | ହେମା ମାଳିନୀ ଓ ଇଶା ଦେୱଲ ଫ୍ୟାସନ ଡ଼ିଜାଇନର ସଂଯୁକ୍ତା ଦତ୍ତଙ୍କ କଲେକ୍ସନକୁ ଦେଖାଇଛନ୍ତି |

ଲାକମି ଫ୍ୟାସନ ଉଇକରେ ବଡ ବଡ ନାମୀ କଳାକାର ମାନେ ରାମ୍ପ ୱାକ କରିଥିଲେ | ବିପାସା ବାସୁ, କଙ୍ଗନା ରଣଵତ୍ତ, ଦିୟା ମିର୍ଜ଼ା, ମଲାଇକା ଅରୋଡା ଖାଁ, ସାହିଦ କପୁର, କାରଣ ଜୋହର, ଅଙ୍ଗଦ, ନେହା ଧୂପିଆ, ଅର୍ଜୁନ କପୁର, କରିସ୍ମା କପୁର, ଅଦିତି ରାଓ, ଜାନ୍ହବି କପୁର ବି ରାମ୍ପ ୱାକ ପ୍ରଦର୍ଶନ କରିଥିଲେ | ଶେଷ ଦିନ ହେମା ମାଳିନୀ ଓ ଇଶା ଦେୱଲ ରାମ୍ପ ୱାକ କରିଥିଲେ |

Comments
Loading...