୪୨ ବର୍ଷର ଏହି ପୁରୁଣା କମ୍ପୁଟର ୨.୧ କୋଟିରେ ବିକା ଯାଇପାରିବ |

0 202

ଆପେଲ୍-୧ – ଏମିତି ଏକ କମ୍ପୁଟର ଯାହାକୁ ଆପେଲ୍ ର ସଂସ୍ଥାପକ ଓ ସହସଂସ୍ଥାପକ ମିଶିକି ଡିଜାଇନ କରିଥିଲେ ଓ ବନେଇଥିଲେ | ଏବେ ଏହା ନିଲାମ ହେଉଛି |

ଆମେରିକାର ଟେକ୍ନୋଲୋଜି giant Apple ଙ୍କର ସେମିତିରେ ତ ବହୁତ ପ୍ରଡକ୍ଟ ଅଛି, କିନ୍ତୁ ସାରା ଦୁନିଆରେ କମ୍ପାନୀ, କମ୍ପୁଟର ଓ ଆଇଫୋନ୍ ଯୋଗୁ ବହୁତ ପପୁଲାର ଅଟେ | ଆପେଲ୍ ର ପ୍ରଥମ କମ୍ପୁଟର ୧୯୭୬-୭୭ ରେ ବନାଯାଇଥିଲା, ଯାହାର ନାମ ଆପେଲ୍-୧ ରଖାଯାଇଥିଲା |

ଆପେଲ୍-୧ କୁ ଆପେଲ୍ ର ୨ ଫାଉନଡର୍ସ Steve Jobs ଓ Steve Wozniak ମିଶିକି ଡିଜାଇନ କରିଥିଲେ ଏବଂ ଏହାକୁ ବନାଇଥିଲେ | ଏହି କମ୍ପୁଟର ଆଜି ବି କାମ କରୁଛି ଓ ଏବେ ଏହାର ନିଲାମୀ ହବ | ଏହାକୁ ଆର ମାସରେ ନିଲାମୀ ଡକା ଯିବା |

ଆପେଲ୍-୧ କୁ Boston’s ର RR auction company ନିଲାମ କରୁଛି | ଏହାକୁ Apple Expert Corey Cohen ପୁଣି ଥରେ ଆରମ୍ଭ କରୁଛନ୍ତି | ରିପୋର୍ଟ ଅନୁସାରେ ସିଷ୍ଟମ ବିନା କିଛି ଅସୁବିଧାରେ ପାଖା ପାଖି ୮ ଘଣ୍ଟା ଚାଲିଥିଲା | ଏହି କମ୍ପୁଟରରେ ୧୯୭୦ ର କିବୋର୍ଡ଼ ମଧ୍ୟ ଅଛି |

ତାତ୍ପର୍ଯ୍ୟପୂର୍ଣ ଯେ ଆପେଲ୍ ଏହି କମ୍ପୁଟରକୁ ପ୍ରଥମ ଥର ପାଇଁ ୬୬୬ ଡଲାର ରେ ବିକ୍ରି କରିଥିଲା | ରିପୋର୍ଟ ଅନୁସାରେ ନିଲାମ କରାଯାଉଥିବା ମଝିରେ ଏହାର ଡାକରା ୨ କୋଟି କିମ୍ବା ତା ଠାରୁ ଅଧିକ ଲଗା ଯାଇପାରେ | ଆପେଲ୍-୧ ର ବିଶେଷତା ଏହା ଯେ ଏଥିରେ କୌଣସି ଚେଁଜେସ କରାଯାଇନାହିଁ |

PR Auction ଏକ ଲିଷ୍ଟ ବି ଜାରି କରିଛନ୍ତି, ଯାହାକୁ ନିଲାମୀ ପାଇଁ ରଖାଯାଇଛି 

👉 ଅରିଜିନାଲ ଆପେଲ୍-୧ ବୋର୍ଡ |

👉 ଅରିଜିନାଲ ଆପେଲ୍ କ୍ୟାସେଟ ଇଣ୍ଟରଫେସ |

👉 ଅରିଜିନାଲ ଆପେଲ୍-୧ ଅପରେସନାଲ ମ୍ୟାନୁଆଲ |

👉 ଅରିଜିନାଲ ଆପେଲ୍ କ୍ୟାସେଟ ଇଣ୍ଟରଫେସ ମ୍ୟାନୁଆଲସ୍ ୨ |

👉 ASCII କିବୋର୍ଡ଼ |

👉 ଓପେନ ଫ୍ରେମ Sanyo ୪୨୦୫ ଭିଡ଼ିଓ ମନିଟର |

👉 ଅରିଜିନାଲ ଆପେଲ୍-୧ ପାୱର ଓ କନେକ୍ଟର୍ |

👉 କ୍ୟାସେଟ ଇଣ୍ଟରଫେସ କେବୁଲ୍ |

Comments
Loading...