‘ସଞ୍ଜୟ ଦତ୍ତ’ ବନିବେ ‘Anti-Drug Campaign’ ର ବ୍ରାଣ୍ଡ ଆମ୍ବାସେଡର

0 258

ବଲିଉଡ ଆକ୍ଟର ‘ସଞ୍ଜୟ ଦତ୍ତ’ ବହୁତ ଜଲଦି ଉତ୍ତରାଖଣ୍ଡର ‘Anti-Drug Campaign’ ପାଇଁ ବିଜ୍ଞାପନ କରୁଥିବାର ନଜର ଆସିବେ | ଖବର ଆସିଛି କି ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ‘ତ୍ରିବେନ୍ଦ୍ର ସିଂ ରାୱତ’ ଙ୍କ ସହିତ ଫୋନ୍ ରେ କଥା ବାର୍ତ୍ତା ସମୟରେ ଏହି Campaign ସହିତ ମଶିବାର କଥାରେ ସହମତି ପ୍ରକାଶ କରିଛନ୍ତି |

ଗୋଟେ ସମୟ ଥିଲା ଯୋଉଥିରେ କି ନିଜେ ନିଶାଖୋର ରହିସାରିଥିବା ସଞ୍ଜୟ ଦତ୍ତ ବହୁତ ଜଲଦି ଉତ୍ତରାଖଣ୍ଡର ‘Anti-Drug Campaign’ ପାଇଁ ବିଜ୍ଞାପନ କରୁଥିବାର ନଜର ଆସିବେ | ସମାଚାର ଏଜେନ୍ସି ‘ANI’ ର ଟ୍ୱିଟ ଅନୁସାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଲେ କି, ସଞ୍ଜୟ ଦତ୍ତ ଏହି Campaign ର ବ୍ରାଣ୍ଡ ଆମ୍ବାସେଡର ଭୂମିକା ନିଭାଇବା ପାଇଁ ହଁ କରିଥିଲେ |`

ସଞ୍ଜୟ ଦତ୍ତଙ୍କ କହିବା କଥା ହେଲା, ସେ ନିଜେ ନିଶାଖୋର ରହିସାରିଥିବା ଦିନମାଙ୍କରେ ବହୁତ କଷ୍ଟର ସାମ୍ନା କରିଛନ୍ତି, ସେଥିପାଇଁ ସେ ଏହି Campaign କୁ କରିବାକୁ ଚାହିଁଛନ୍ତି |

ସଞ୍ଜୟ ଦତ୍ତ ଲମ୍ବା ସମୟ ଧରି ନିଶାଖୋର ର ଶିକାର ହୋଇସାରିଛନ୍ତି | କିନ୍ତୁ ପରେ ସେ ଏହି ନିଶାକୁ ଛାଡିବା ପାଇଁ ସଂକଳ୍ପ ନେଲେ, ଯୋଉଥିରେ କି ତାଙ୍କ ବାପା ସୁନୀଲ ଦତ୍ତ ତାଙ୍କୁ ପୁରା ସାହାଯ୍ୟ କରିଥିଲେ | ସୁନୀଲ ଦତ୍ତ ସଞ୍ଜୟଙ୍କୁ ଆମେରିକାର ଏକ ‘Rehabilitation Center’ ରେ ଭର୍ତ୍ତି କରାଇଥିଲେ | ସଞ୍ଜୟଙ୍କର ଏହି ନିଶାଖୋର ହେବ ଏବଂ ପରେ ଏହାକୁ ଛାଡିବା ର କାହାଣୀ ତାଙ୍କର ବାୟୋପିକ ଫିଲ୍ମ ‘ସଞ୍ଜୁ’ ରେ ଦର୍ଶା ଯାଇଛି |

ଏହା ପରେ ମଧ୍ୟ ସଞ୍ଜୟ ଦତ୍ତ ନିଜେ ବହୁତ ଥର ଦାବି କରିଥିଲେ | ସଞ୍ଜୟ ଦତ୍ତ ବହୁତ ଜଲଦି ତାରେବାଜ୍, ପ୍ରସ୍ଥାନମ୍ ଓ କଳଙ୍କରେ ନଜର ଆସିବେ | ତାଙ୍କର ପୂର୍ବ ଫିଲ୍ମ ‘ଭୂମି’ ଥିଲା ଯୋଉଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଥିଲେ | କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ ରେ କିଛି ଖାସ କମାଲ ଦେଖାଇ ପାରିନଥିଲା |

Comments
Loading...