୨୧ ବର୍ଷ ପରେ ସଞ୍ଜୟଙ୍କ ସହ ମାଧୁରୀ ସୁଟ୍ କଲେ ସିନ୍ ! କେବେ ରହିଥିଲା ଆଫେୟାର୍

0 213

ମାଧୁରୀ ଏବଂ ସଞ୍ଜୟ ୨୧ ବର୍ଷ ପରେ ପୁଣିଥରେ ଏକାଠି କରନ୍ ଜୋହରଙ୍କ ଫିଲ୍ମ ‘କଳଙ୍କ’ ରେ ମିଶକି କାମ କରୁଛନ୍ତି | ପ୍ରଥମେ ଖବର ଥିଲା କି ୨ଜଣ ଫିଲ୍ମର ହିସା ଅଟନ୍ତି କିନ୍ତୁ କୋଉ ବି ସିନ୍ ଏକ ସାଙ୍ଗରେ କରିବେ ନାହିଁ | ଏହି କଥାକୁ ନେଇକି ୨ଜଣ ଜାକଙ୍କର ସମର୍ଥକ ମାନେ ନିରାଶ ଥିଲେ | ଏବେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯୋଉଥିରେ କୁହା ଯାଉଛି କି ୨ଜଣ ବହୁତ ସାରା ସିନ୍ ଏକ ସହ ସୁଟ୍ କରିଛନ୍ତି |

ପିଙ୍କିୱାଲା ର ଏକ ରିପୋର୍ଟ ଅନୁସାରେ ଦୁଇ ଜଣ ମିଶିକି ଫିଲ୍ମ ପାଇଁ ସିନ୍ ସୁଟ୍ କରିଛନ୍ତି | ଏଠାରେ କହିଦଉଛୁ ଯେ ପୂର୍ବଥର ଯେବେ ମାଧୁରୀଙ୍କୁ ପଚରା ଗଲା କି, ସଞ୍ଜୟଙ୍କ ସହ ଏତେ ସମୟ ପରେ ଫିଲ୍ମ କରିବାର ଅନୁଭବ କେମିତି ? ସେ କହିଥିଲେ କି ‘କଳଙ୍କ’ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ବରୁନ୍ ଧୱନ୍ ଓ ଆଲିଆ ଭଟ୍ ଙ୍କର ଫିଲ୍ମ ଅଟେ | ଖବର ଏହା ମଧ୍ୟ ଥିଲା କି ମାଧୁରୀ ସଞ୍ଜୟଙ୍କ ସହିତ ଫିଲ୍ମରେ ସିନ୍ ନହବାର ସର୍ତରେ ହିଁ କରନ୍ ଜୋହରଙ୍କୁ ଫିଲ୍ମରେ କାମ କରିବାକୁ ହଁ କହିଥିଲେ |

ସଞ୍ଜୟ ଦତ୍ତଙ୍କ ଜୀବନରେ ମାଧୁରୀଙ୍କର ମୁଖ୍ୟ ଭୂମିକା ରହିଛି, କିନ୍ତୁ ଏହି କଥାକୁ ନେଇ ସେ ଦୁଇଜଣ କେବେ ଅଫିସିଆଲ କମେଣ୍ଟ କରିନାହାନ୍ତି | ସଞ୍ଜୟଙ୍କର ବାୟୋପିକ୍ ସଞ୍ଜୁରେ ମଧ୍ୟ ମାଧୁରୀଙ୍କ ସହିତ ଜଡିତ ଏକ ସିନ୍ ଥିଲା, କିନ୍ତୁ ମାଧୁରୀଙ୍କର ଅନୁରୋଧରେ ଏହାକୁ ହଟାଇ ଦିଆଗଲା |

ସଞ୍ଜୟ-ମାଧୁରୀ ଙ୍କ ମଧ୍ୟରେ ଲମ୍ବା ସମୟ ଧରି ଆଫେୟାର୍ ଥିଲା | ୨ଜଣଙ୍କ ବାହାଘର ତ ହେଇପାରିନଥିଲା, କିନ୍ତୁ ଆକ୍ଟର୍ ପୂର୍ବ ବର୍ଷ ଲୋକୋମାନଙ୍କୁ ଏକ ବୟାନ ଦେଇକି ଚମକାଇ ଦେଇଥିଲେ | ସେ କହିଥିଲେ କି, ସେ ମାଧୁରୀଙ୍କୁ ବାହା ହବାକୁ ଚାହୁଁଥିଲେ | କିନ୍ତୁ ସଞ୍ଜୟ ଦତ୍ତ ଏହାକୁ ମଜାରେ କହିଥିଲେ | ପୂର୍ବ ବର୍ଷ ‘Goa Fest’ ରେ ସଞ୍ଜୟ ଦତ୍ତଙ୍କୁ ପଚରା ଯାଇଥିଲା କି, ତାଙ୍କୁ ଯଦି ସୁଯୋଗ ଦିଆଯିବ ତାହାଲେ ସେ କୋଉ ବଲିଉଡ୍ ଆକ୍ଟ୍ରେସଙ୍କୁ ବାହା ହେବାକୁ ଚାହିଁବେ ? ସେ କହିଥିଲେ କି, କିଏ କଣ ମାନ୍ୟତା ଦତ୍ତଙ୍କୁ ଜାଣିଛନ୍ତି କି ? କେହି ବି ଜାଣିନାହାନ୍ତି ? କିନ୍ତୁ ମୁଁ ମାଧୁରୀଙ୍କୁ ବାହା ହେବାକୁ ଚାହୁଁଛି |

Comments
Loading...