‘ଏସିଆ କପ’ ରେ ଖେଳିବେନି ‘ବିରାଟ୍’ , ରୋହିତ୍ ଶର୍ମା କରିବେ ଅଧିନାୟକ

0 312

‘ଏସିଆ କପ’ କ୍ରିକେଟ୍ ପାଇଁ ଭାରତୀୟ ଟିମ୍ ର ଘୋଷଣା କରିଦିଆ ଯାଇଛି | ଏହି ୱାନ୍-ଡେ ଟୁର୍ଣ୍ଣାମେଣ୍ଟ ୧୫ ସେପ୍ଟେମ୍ବର ଠାରୁ ଖେଳା ଯିବ | ‘BCCI’ ଶୁକ୍ରବାର ଦିନ ମୁମ୍ବାଇରେ ୧୬ ସଦସ୍ୟ ଯୁକ୍ତ ଟିମ୍ ର ଘୋଷଣା କଲେ | ଟୁର୍ଣ୍ଣାମେଣ୍ଟ ର ମୁକାବିଲାରେ ଦୁବାଇ ଓ ଅବୁ ଧାବି ରହିବ | ‘ରୋହିତ୍ ଶର୍ମା’ ଟିମ୍ ର ଅଧିନାୟକ ଦାୟିତ୍ୱ ବହନ କରିବେ | ‘ବିରାଟ୍ କୋହଲି’ ଏହି ଟୁର୍ଣ୍ଣାମେଣ୍ଟ ରୁ ବାହାରେ ରହିବେ | ତାଙ୍କୁ ଆରମ୍ କରିବାକୁ ଦିଆଯାଇଛି | ଦେଖନ୍ତୁ ଏ ପୁରା ଭିଡ଼ିଓ |

‘ବିରାଟ୍ କୋହଲି’ ଏସିଆ କପ ୨୦୧୮ରେ ବିଶ୍ରାମ କଲେ ଓ ରୋହିତ୍ ଶର୍ମା ଭାରତୀୟ ଅଧିନାୟକରେ ନାମିତ ହେଲେ |

‘ଶିଖର୍ ଧୱନ୍’ ରୋହିତ୍ ଙ୍କର ପ୍ରତିନିଧି ହେବେ | ସୁରେଶ ରାଇନା ଙ୍କୁ ହଟାଇ ଦିଆ ଯାଇଛି, କେଦାର ଯାଦଭ୍ଅମ୍ବାତି ରାୟୁଡୁ ଙ୍କ ସହିତ |

Comments
Loading...