କଣ ‘KBC’ ର ଏହି ସିଜିନ୍ ରେ ପଚାର ଯିବା ଏହି ୬ଟି ମଜାଦାର୍ ପ୍ରଶ୍ନ ?

0 211

ଲୋକପ୍ରିୟ କ୍ୱିଜ୍ ସୋ ‘କୋନ୍ ବନେଗା କାରୋଡ଼ପତି’୧୦ତମ ସିଜିନ୍ ସୋମବାର ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି | ସବୁଥର ଭଳି ଏଥର ମଧ୍ୟ ବଲିଉଡ୍ ସୁପରଷ୍ଟାର୍ ‘ଅମିତାଭ୍ ବଚନ୍’ ସୋ କୁ ହୋଷ୍ଟ କରୁଛନ୍ତି | ଏବେ ପର୍ଯ୍ୟନ୍ତ ସୋ ରେ ବିଭିନ ପ୍ରକାରର ପ୍ରଶ୍ନ ପଚରା ସରିଛି, ଯୋଉଥିରେ ବହୁତ ଲୋକ ଲକ୍ଷ ଓ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜିତିସାରିଛନ୍ତି | ସେହି ସୋ ରେ ମଧ୍ୟ କେତେକ ନିଜର ‘ଜ୍ଞାନଶକ୍ତି’ ର ବିକାଶ କରାଇଛନ୍ତି | ପୁଣିଥରେ ‘ଅମିତାଭ୍ ବଚନ୍’ ବିଭିନ ପ୍ରକାରର କଠିନ ପ୍ରଶ୍ନ ସହିତ ସୋ କୁ ନେଇକି ଆସୁଛନ୍ତି | ଏହି ଘଟଣା କୁ ଦେଖିବା ଯଦି, ଏପରି କିଛି କୌତୁକିଆ ପ୍ରଶ୍ନ ଅଛି, ଯାହା ‘KBC’ ରେ ସାମିଲ୍ ହେବା ଦ୍ୱାରା ଏହି ଗେମ୍ ସୋ ଟି ଚିତ୍ତାକର୍ଷକ ବନିପାରିବ | ଆସନ୍ତୁ ଆପଣଙ୍କୁ ଏମିତି କିଛି ବଛା ବଛା ପ୍ରଶ୍ନ କହିବୁ | ଗେମ୍ ସୋ ଆରମ୍ଭ ହେବା ପର୍ଯ୍ୟନ୍ତ ଆପଣ ଏହାର ଉତ୍ତର ଖୋଜନ୍ତୁ |

୧ – ତାହା କଣ ଅଟେ ଯିଏ ଭାରତୀୟ ସହରୀୟ ମାନଙ୍କୁ ଅଧିକ ରଗାଇଥାଏ ?
୨ – କୋଉ ଜାଗାରେ ଭାରତୀୟ ମାନଙ୍କୁ ସବୁଠୁ ବେଶୀ ରିଜେକ୍ଟ କରାଯାଏ ?
୩ – ଭାରତୀୟ ମାନଙ୍କର ସବୁଠୁ ପ୍ରିୟ ଖାଦ୍ୟ କଣ ?
୪ – ରାଧିକା ଅପ୍ତେ ଏବେ ପର୍ଯ୍ୟନ୍ତ କେତୋଟି ଫିଲ୍ମ କରିଛନ୍ତି ?
୫ – ରଣବୀର୍ ସିଂ ଓ ଦୀପିକା ପାଦୁକୋନ୍ କୋଉଠି ବାହା ହେବେ ?


Comments
Loading...