ରାଷ୍ଟ୍ରପତି ‘Kovind’ ଙ୍କ ସହ ଦେଖା ହେଲେ ରଣବୀର ଓ ଆଲିଆ

0 262

‘Brahmastra’ ସେଟ୍ ରେ ରାଷ୍ଟ୍ରପତି ‘Kovind’ ଙ୍କ ସହ ଦେଖା ହେଲେ ରଣବୀର ଓ ଆଲିଆ, PHOTOS

ଭାରତର ରାଷ୍ଟ୍ରପତି ‘Ramnath Kovind’ ୩ ଦିନ ୟୁରୋପିୟ ଦେଶ ମାନଙ୍କରେ ଯାତ୍ରା କରୁଛନ୍ତି | ନିକଟରେ ସେ, ବୁଲଗେରିୟା ର ରାଜଧାନୀ ସୋଫିଆରେ ପହଞ୍ଚିଲେ | ଇତିମଧ୍ୟରେ ରାଷ୍ଟ୍ରପତି ‘Kovind’ ରଣବୀର ଓ ଆଲିଆ ଙ୍କର ଫିଲ୍ମ ‘Brahmastra’ ସେଟ୍ ରେ ପହଞ୍ଚିଥିଲେ | ତାଙ୍କ ସହ ବୁଲଗେରିୟା ର ରାଷ୍ଟ୍ରପତି ‘Rumen Radev’ ମଧ୍ୟ ଥିଲେ |

‘Brahmastra’ ର ସୁଟିଙ୍ଗ ମଧ୍ୟ ବୁଲଗେରିୟା ର ରାଜଧାନୀ ସୋଫିଆରେ ଚାଲିଛି | ଇତିମଧ୍ୟରେ ୨ ଦେଶର ରାଷ୍ଟ୍ରପତି ଫିଲ୍ମର ସେଟ୍ ରେ ପହଞ୍ଚି, ଫିଲ୍ମର ଷ୍ଟାରକାଷ୍ଟ ଙ୍କ ସହିତ ଦେଖାହଵା ସମୟର ଫୋଟୋକୁ ରାଷ୍ଟ୍ରପତି ଇନଷ୍ଟା ରେ ସେୟାର କରିଛନ୍ତି |

Ranbir kapoor img

୨ଜଣ ରାଷ୍ଟ୍ରପତି ଇଣ୍ଡୋ-ବୁଲଗେରିୟା ର କ୍ରୁ ମେମ୍ବରସ୍ ଙ୍କ ସହିତ କଥାବାର୍ତ୍ତା ହେଲେ | ୨ ଦେଶର ସିନେମା ଓ ସାଂସ୍କୃତିକ ବିଷୟରେ ଚର୍ଚ୍ଚା ମଧ୍ୟ କଲେ | ଫୋଟୋରେ ରଣବୀର୍ କପୁର୍ ଓ ଆଲିଆ ଭଟ୍ ଏବଂ ଡିରେକ୍ଟର୍ ‘ଆୟାନ୍ ମୁଖାର୍ଜୀ’ ନଜର ଆସୁଛନ୍ତି | ‘Ramnath Kovind’ ଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ |

ଏହି ମଉକାରେ ରଣବୀର୍ କପୁର୍ ଓ ଆଲିଆ ଭଟ୍ ୨ ଦେଶର ରାଷ୍ଟ୍ରପତିଙ୍କ ସହ କଥା ବାର୍ତ୍ତା ହୋଇଥିଲେ |

ଆମେ ଏଠାରେ ଆପଣଙ୍କୁ ଜଣାଇଦେଉଛୁ ଯେ, ‘Brahmastra’ ଏକ ରୋମାଣ୍ଟିକ୍ ସୁପର୍ ନ୍ୟାଚୁରାଲ୍ ଥ୍ରୀଲର୍ ଫିଲ୍ମ ଅଟେ | ଏହାକୁ ଆର ବର୍ଷ ସ୍ୱତନ୍ତ୍ରତା ଦିବସ ଅବସରରେ ରିଲିଜ୍ କରାଯିବ | ଫିଲ୍ମରେ ଆକ୍ଟ୍ରେସ୍ ‘ମୌନି ରାୟ’ ମୁଖ୍ୟ ଭୂମିକାରେ ଦେଖାଦେବେ |

Alia img

ଯେବେଠୁ ଏହି ଫିଲ୍ମର ସୁଟିଙ୍ଗ ଆରମ୍ଭ ହୋଇଛି, ରଣବୀର୍ କପୁର୍ ଓ ଆଲିଆ ଭଟ୍ ଙ୍କର ରିଲେସନ୍ ର ଖବର ଚାରିଆଡେ ବ୍ୟାପିଛି | ନିକଟରେ ‘ରିଷି କପୁର’ ସେମାନଙ୍କର ରିଲେସନ୍ କୁ ନେଇକି କହିଲେ, ରଣବୀର୍ କୁ ଆଲିଆ ପସନ୍ଦ ଅଟେ, ମୋତେ ଏବଂ ନିତୁକୁ ମଧ୍ୟ ପସନ୍ଦ ଅଟେ |

Comments
Loading...